27/08/2026
ଭାଇ-ଭଉଣୀର ସମ୍ପର୍କ ହେଉଛି ଭଲପାଇବା ଓ ବିଶ୍ୱାସର ଏକ ସୁନ୍ଦର ବନ୍ଧନ। ❤️
ରାକ୍ଷୀର ଏହି ପବିତ୍ର ସୂତା ସବୁବେଳେ ଆମ ସମ୍ପର୍କକୁ ଆହୁରି ମଜବୁତ କରି ରଖୁ। 🥰🙏
ସମସ୍ତ ଭାଇ-ଭଉଣୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା। 🌸💐
🌸