Niali News

Niali News Contact information, map and directions, contact form, opening hours, services, ratings, photos, videos and announcements from Niali News, Media/News Company, Niali.

23/09/2025

#ଚିହ୍ନା_ଥିଲେ_ଆଶ_ନଥିଲେ_ବସ
ନିଆଳି ମାଧବ ସମବାୟ ସମିତିରେ ମନମାନିରେ ଚାଲିଛି ସାର ବିକ୍ରି, ଭୋର୍ ୩ଟାରୁ ଆଧାର ଦେଇ ଲାଇନରେ ରହି ସାର ମିଳୁନଥିବା ବେଳେ ସମ୍ପର୍କୀୟଙ୍କୁ ସାର ଦିଆଯାଉଥିବା କହିଲେ ସ୍ଥାନୀୟ ଚାଷୀ ।

22/09/2025

#ଟ୍ରକରୁ_ବାହାରିଲା_ଅଜଗର
କଟକ ସଦର ଥାନା କୁରାଙ୍ଗଶାସନ ଇନ୍ଦିରାଗ୍ରାମ ନିକଟରୁ ଏକ ଟ୍ରକ ତଳୁ ବିରାଟ ଅଜଗର ଉଦ୍ଧାର ।

22/09/2025

ନିଆଳି ବଜରଙ୍ଗୀ ଜିମ୍ ପକ୍ଷରୁ ବେଶ୍ ଧୁମ୍ ଧାମରେ ପାଳିତ ହେଲା ବିଶ୍ଵକର୍ମାଙ୍କ ଭସାଣ ଯାତ୍ରା ।

22/09/2025

ନିଆଳି କୃଷ୍ଣପ୍ରସାଦ ପଞ୍ଚାୟତରେ ଭୁସୁଡ଼ିଲା ବିଜେଡ଼ି ଗଡ଼ । ବିଧାୟକଙ୍କ ବ୍ୟବହାର ଓ କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ବିଜେପି ରେ ସାମିଲ ହେଲେ ଶତାଧିକ ଅନ୍ୟ ଦଳର କର୍ମୀ ।

20/09/2025

#ତୁଟୁନି_ଯାତ୍ରା_ବିବାଦ
ନିଆଳି ଥାନା ବାବଜା ଅଞ୍ଚଳର ଜଣେ ଯାତ୍ରା କଳାକାରଙ୍କୁ ର୍ଦୁବ୍ୟବହାର । ଚଳିତ ମାସ ୧୪ ତାରିଖରେ ଦେବ୍ ଙ୍କୁ ର୍ଦୁବ୍ୟବହାର କରାଜାଇଥିଲା । ଯାତ୍ରାକୁ ବେଉସା କରି ଚଳୁ ଥିବା ଦେବ୍ ଯାତ୍ରା ପାର୍ଟି ଛାଡ଼ି ଏବେ ଘରେ ରହୁଛନ୍ତି । ଏ ନେଇ ଦେବ୍ ପାର୍ଟି ସଂଘର ସଭାପତି ଓ କଳାକାର ସଂଘ ସଭାପତିଙ୍କୁ ଜଣାଇଥିବା ଜଣାପଡିଛି ।

18/09/2025

ନିଆଳି ବିଦ୍ୟୁତ୍ ବିଭାଗ ପକ୍ଷରୁ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ।

18/09/2025

ଏକ୍ ପେଡ୍ ମା’ କେ ନାମ୍" ଅଭିଯାନ ନିଆଳି ଜଲ୍ଲାରପୁର ଥରେ ଅନୁଷ୍ଠିତ ।

18/09/2025

ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମତିଥିରେ ବିଧାୟକ ଲଗାଇଲେ ଗଛ ।

17/09/2025

ନିଆଳି ବ୍ଲକ କୃଷ୍ଣପ୍ରସାଦ ପଞ୍ଚାୟତରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ।

16/09/2025

ନିଆଳି ଚାଷୀଙ୍କ ବିକାଶ ହେଲେ ନିଆଳିର ବିକାଶ ହେବ : ଗଣେଶ୍ୱର ମିଶ୍ର ।

15/09/2025

ଗରିବ ଲୋକଙ୍କ ବିକାଶ ହିଁ ରାଜ୍ୟର ବିକାଶ-ଦେଶର ବିକାଶ : ରାଜେନ୍ଦ୍ର ପଣ୍ଡା ।

15/09/2025

ପହଙ୍ଗା ପଞ୍ଚାୟତରୁ ଆରମ୍ଭ ହେଲା ରଣନୀତି : ଶଶିକାନ୍ତ ଲେଙ୍କା

Address

Niali

Website

Alerts

Be the first to know and let us send you an email when Niali News posts news and promotions. Your email address will not be used for any other purpose, and you can unsubscribe at any time.

Share