03/08/2025
24 ନମ୍ୱର୍ ୱାର୍ଡ କଂଗ୍ରେସ କାଉନସିଲର ସେକ୍ ଯାହିଦ୍ ଓରଫ ଗୁତି ଗତ କିଛି ଦିନତଳେ ପୋଲିସ ସହିତ ଗୁରୁ ଗାଡ଼ି କୁ ପୋଲିସ ଓ କାଉନସିଲର ଉଭୟ ଝଗଡା ଲାଗିବା ଦୈରା କାଉନସିଲର ନାରେ କେସ ହେବା ପରେ ତାଙ୍କ ର ଏକ ମାଂସ ଦୋକାନକୁ ଵଦନାମ କରାଯାଉଛି ସାମାଜିକ ଗଣମାଧ୍ୟମରେ ଯାହା ଫଳରେ ଦୋକାନ ଟି ବନ୍ଦ ହେଇଯାଇଛି ଏଥିନେଇ ସେ ଆଇନ ର ଆଶ୍ରୟ ନେବେ ବୋଲି କହିଛନ୍ତି l