A19 News odia

  • Home
  • A19 News odia

A19 News odia Hi Guys, In This Page We Will Provide Only Latest, Trending, News For You.

03/09/2025

ଭଦ୍ରକ #ବାରିକପୂର୍ ନିକଟରେ ବେଆଇନ ଚାଲାଣ ହେଉଥିବ #ଗୋମାଂସ ବୋଝେଇ ଆଇଚର ଜବତ

31/08/2025

ଭଦ୍ରକ ଅପର୍ତ୍ତି ବିନ୍ଧା ନିୟୁ କଲୋନୀ ରେ ୧୨ତମ ଗଣେଶ ପୂଜା ବାର୍ଷିକ ଉତ୍ସବ ପାଳିତ

28/08/2025

ନାଥ ସାହି ଗଣେଶ ପୂଜା କମିଟି ତରଫରୁ ଧୂମଧାମର ପାଳନ ହେଲା

27/08/2025

ଭଦ୍ରକ RNT କୋଚିଙ୍ଗ ସେଣ୍ଟର ତରଫରୁ ଗଣେଶପୂଜା ପାଳିତ

26/08/2025

#ଭଦ୍ରକ_ଗାନ୍ଧୀ_ବାଳ_ଆଶ୍ରମ_ପରିଦର୍ଶନ
ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଆଦରଣୀୟା ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ଗାନ୍ଧୀ ଓଡିଶା ବାଳ ଆଶ୍ରମ ପରିସର ପରିଦର୍ଶନରେ ଯାଇ ସେଠାରେ ପରିଚାଳନା ବିଷୟରେ ସମୀକ୍ଷା କରିବା ସହ ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି ପରିଦର୍ଶନ ସମୟରେ ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ,



25/08/2025

ଭଦ୍ରକ.ବନ୍ତଛକ ସତସଙ୍ଗ ମନ୍ଦୀର ପାଖ SBI ଏଟିଏମ୍ ଭିତରୁ ବନ୍ଧୁକ ଜବତ.

24/08/2025

ଭଦ୍ରକ: ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନ ଦିବସ ଉପଲକ୍ଷେ ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା।

24/08/2025

ଭଦ୍ରକ: ବିଶ୍ଵ ହିନ୍ଦୁ ପରିଷଦର ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା।

22/08/2025

ଭଦ୍ରକ ବାଇପାସ ୟୁନିଅନ ବ୍ୟାଙ୍କ ରେ ଲୁଟ କରୁଥିବା ସମୟରେ ଧରାପଡ଼ିଗଲେ ଯୁବକ. ଦୁଇ ଜଣକ ଭିତରୁ ଜଣେ ଗିରଫ. ଆଉ ଜଣେ ଫରାର

08/08/2025

ଭଣ୍ଡାରିପୋଖରୀ ନୂଆ ନଈ କେନାଲରେ ଗଧଉଥିବା ବେଳେ ଭାସିଯାଇ ଯୁବଙ୍କ ମୃତୁ

07/08/2025

ଭୂମିକନ୍ୟା ମହିଳା ସଂଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ
#ଭୂମି_କନ୍ୟା

29/07/2025

ଭଦ୍ରକ: ବିଜୁ ମହିଳା ଜନତା ଦଳ ପକ୍ଷରୁ ମହିଳା ଅସୁରକ୍ଷିତ ନେଇ ପ୍ରତିବାଦ ସଭା।

Address

Bhadrak

756100

Telephone

+919937353127

Website

Alerts

Be the first to know and let us send you an email when A19 News odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to A19 News odia:

  • Want your business to be the top-listed Media Company?

Share