27/07/2026
🌿🙏 ଜୟ ଜଗନ୍ନାଥ 🙏🌿
କାଳିଆ ସାଆନ୍ତଙ୍କ ଦିବ୍ୟ ଦର୍ଶନ ମାତ୍ରେ ମନକୁ ମିଳେ ଅସୀମ ଶାନ୍ତି। ମହାପ୍ରଭୁଙ୍କ କୃପା ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦିଅନ୍ତୁ। ❤️
କମେଣ୍ଟରେ ଲେଖନ୍ତୁ — "🙏 ଜୟ ଜଗନ୍ନାଥ 🙏"
ଏବଂ ଏହି ପବିତ୍ର ଦର୍ଶନକୁ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ନିଶ୍ଚୟ Share କରନ୍ତୁ। 🌺
#ଜୟଜଗନ୍ନାଥ