Rourkela One

Rourkela One ଗଠନ ମୂଳକ ଆଲୋଚନା କରି ରାଉରକେଲା ଉନ୍ନତି ରେ ସହଭାଗିତା କରିବା ହେଉଛି ଆମର ମୂଳ ଲକ୍ଷ୍ୟ ।

01/09/2026

କେବଳ କାଗଜ କଲମରେ ରାଉରକେଲା ସହର ସ୍ମାର୍ଟ ହେଇଛି, କିନ୍ତୁ ବାସ୍ତବତା ହେଉଛି— ଇସ୍ପାତ ସହରର ସ୍ପନ୍ଦନ କୁହାଯାଉଥିବା 'ବସଷ୍ଟାଣ୍ଡ' ଆଜି ପ୍ରଶାସନିକ ଉଦାସୀନତା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ଅବସ୍ଥାରେ।

31/08/2026

ଜୁଏଲ ଓରାମ ଙ୍କ ସପକ୍ଷ ରେ ବାହାରିଲା ଓରାମ ସମାଜ ଯୁବ ମଞ୍ଚ l ରାଉରକେଲା ବିଶ୍ରା ଛକରୁ ବାହାରି ମୁଖ୍ୟ ମାର୍ଗ ଦେଇ ରାଉରକେଲା ଏସ.ପି ଅଫିସ ପର୍ଯ୍ୟନ୍ତ ଆସିଥିଲା ଏହି ରାଲି l ତାଙ୍କ ନେତାଙ୍କୁ ସୋସିଆଲ ମିଡିଆ ରେ ଅଯଥା ରେ ବଦନାମ କରାନଯାଉ ବୋଲି ଏସ.ପି ଙ୍କୁ ଭେଟି ଦାବି ପତ୍ର ଦେଇଛି ଓରାମ ସମାଜ l

30/08/2026

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିବାଦୀୟ ବୟାନକୁ ନେଇ ରାଉରକେଲା ରାଜନୀତି ଗରମ। କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବା ସହ ନୈତିକତା ଦୃଷ୍ଟିରୁ ତାଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା କଂଗ୍ରେସ ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିବାଦୀୟ ବୟାନକୁ ନେଇ ରାଉରକେଲା କଂଗ୍ରେସର ପ୍ରତିବାଦ ଓ ବିରୋଧ  l ନୈତିକତା ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀଙ୍କ ...
30/08/2026

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିବାଦୀୟ ବୟାନକୁ ନେଇ ରାଉରକେଲା କଂଗ୍ରେସର ପ୍ରତିବାଦ ଓ ବିରୋଧ l ନୈତିକତା ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗେସ l

Get ready, 𝐑𝐨𝐮𝐫𝐤𝐞𝐥𝐚 ! This 𝐆𝐚𝐧𝐞𝐬𝐡 𝐏𝐮𝐣𝐚, tradition meets architectural grandeur right in our backyard. The 𝐇𝐞𝐥𝐩𝐚𝐠𝐞 𝐂𝐥𝐮𝐛, ...
27/08/2026

Get ready, 𝐑𝐨𝐮𝐫𝐤𝐞𝐥𝐚 ! This 𝐆𝐚𝐧𝐞𝐬𝐡 𝐏𝐮𝐣𝐚, tradition meets architectural grandeur right in our backyard. The 𝐇𝐞𝐥𝐩𝐚𝐠𝐞 𝐂𝐥𝐮𝐛, Basanti Colony is bringing the iconic divine aesthetic of the 𝐒𝐰𝐚𝐫𝐧𝐚𝐠𝐢𝐫𝐢 𝐒𝐫𝐢 𝐕𝐞𝐧𝐤𝐚𝐭𝐞𝐬𝐰𝐚𝐫𝐚 𝐒𝐰𝐚𝐦𝐲 𝐓𝐞𝐦𝐩𝐥𝐞 to life in an unprecedented, legendary celebration.

📍 Location: Helpage Club, Basanti Colony, Rourkela

🏛️ Bangkok’s Royal Landmark Coming to Rourkela ! The magnificent Chakri Maha Prasat Throne Hall, situated in Bangkok, Th...
27/08/2026

🏛️ Bangkok’s Royal Landmark Coming to Rourkela !
The magnificent Chakri Maha Prasat Throne Hall, situated in Bangkok, Thailand, will be recreated as the grand Durga Puja pandal by Sri Sri Maa Samleswari Durga Puja Committee, Sector 17, Rourkela.

📍 Venue: Sector 17, behind the petrol pump, Rourkela

Get ready to experience spectacular royal architecture, beautiful decorations and the divine blessings of Maa Durga. 🙏

🔥 ROURKELA, YOUR PC DESERVES BETTER! 💻🎮Meet EXE COMPUTERS — your local PC & Laptop experts in Rourkela!Perfect for Stude...
26/08/2026

🔥 ROURKELA, YOUR PC DESERVES BETTER! 💻🎮

Meet EXE COMPUTERS — your local PC & Laptop experts in Rourkela!

Perfect for Students 🎓 | Gamers 🎮 | Office Work 💼 | Home Users 🏠

🛠️ PC & Laptop Repair
🎮 Gaming & Custom PC Builds
🌡️ Overheating Issues
🔧 Hardware Troubleshooting
💾 Used PC Parts
🖱️ Accessories & Peripherals
🤝 After-Sales Support

📍 Basanti Colony, Rourkela

🌐 execomputers.in
📱 Call/WhatsApp: 7064729385

Got a PC problem? Bring it to EXE COMPUTERS! 🔥

25/08/2026

ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳରେ ଏକ ରଙ୍ଗ ତିଆରି କାରଖାନା "କାବେରୀ ପେଣ୍ଟସ" ରେ ଭୀଷଣ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟ କ୍ଷତି ଘଟିଛି। ନିଆଁ ଲିଭାଇବା ପାଇଁ ୫ଟି ଦମକଳ ଟିମ୍ ନିୟୋଜିତ କରା ଯାଇଛି। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

ଅଫେରା ରାଇଜରେ ସୁରର ସାଧକ ପ୍ରଣବ ପଟ୍ଟନାୟକ...‘ଏମିତି ରାତି...’ ରୁ ‘ଶ୍ରାବଣ ପୂରୁବା ପବନ...’, ତାଙ୍କ ସୁରର ମୂର୍ଚ୍ଛନା ଯୁଗେ ଯୁଗେ ଶ୍ରୋତା...
21/08/2026

ଅଫେରା ରାଇଜରେ ସୁରର ସାଧକ ପ୍ରଣବ ପଟ୍ଟନାୟକ...
‘ଏମିତି ରାତି...’ ରୁ ‘ଶ୍ରାବଣ ପୂରୁବା ପବନ...’, ତାଙ୍କ ସୁରର ମୂର୍ଚ୍ଛନା ଯୁଗେ ଯୁଗେ ଶ୍ରୋତାଙ୍କୁ ଆନମନା କରୁଥିବ। ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ସେ ସଦା ଅମର। ଈଶ୍ୱରଙ୍କ ନିକଟରେ ଆତ୍ମାର ସଦଗତି କାମନା କରୁଛୁ।

Address

Chhend
Rourkela
769015

Website

Alerts

Be the first to know and let us send you an email when Rourkela One posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rourkela One:

Shortcuts

Share