Odia Fast

Odia Fast Odia Fast updates you every minute with Latest News and Viral Contents on your finger tips. Like and follow our page to keep in touch. Ltd.

This page is owned and Manage by OdiaFast Pvt. We gather all the important news from many sources and provide our users with valuable contents.

24/09/2025

ଶୋଇବା ପୂର୍ବରୁ ହୃଦୟରୁ ଥରୁଟିଏ କୁହନ୍ତୁ - ଜୟ ଜଗନ୍ନାଥ

24/09/2025

କାକଟପୁର ବାସିନୀ ମା' ମଙ୍ଗଳାଙ୍କ ଦିବ୍ୟ ଦର୍ଶନ 🙏 ମା'ଙ୍କ କୃପାରୁ ସମସ୍ତଙ୍କୁ ଧନ, ଧାନ୍ୟ ଓ ସମୃଦ୍ଧି ମିଳୁ 🌸
24/09/2025

କାକଟପୁର ବାସିନୀ ମା' ମଙ୍ଗଳାଙ୍କ ଦିବ୍ୟ ଦର୍ଶନ 🙏
ମା'ଙ୍କ କୃପାରୁ ସମସ୍ତଙ୍କୁ ଧନ, ଧାନ୍ୟ ଓ ସମୃଦ୍ଧି ମିଳୁ 🌸

24/09/2025

24/09/2025

ଆପଣଙ୍କୁ ଥରେ ଧୋକା
ଦେଇଥିବା ମଣିଷ
ବାର ବାର ଧୋକା ଦେବ,
ଏଥିରେ ସନ୍ଦେହ କରନ୍ତୁ ନାହିଁ !
କାରଣ ସମୁଦ୍ର ପାଣି ଲୁଣିଆ କି ନୁହେଁ
ଜାଣିବା ପାଇଁ ପୂରା ସମୁଦ୍ର ପାଣିକୁ
ଚାଖିବା ଦରକାର ନାହିଁ
ଗୋଟିଏ ବୁନ୍ଦା ପାଣି ହିଁ ଯଥେଷ୍ଟ…

24/09/2025
24/09/2025

ସବୁ ଦୁଃଖ ଦୂର ହେବ
ସକାଳୁ ସକାଳୁ ଯିଏ
ଜୟ ମା ତାରିଣୀ ଲେଖିବ

24/09/2025

ଦିନର ଆରମ୍ଭରେ ଥରେ
"ଜୟ ଜଗନ୍ନାଥ" ଲେଖିଲେ,
ସମଗ୍ର ଦିନଟି ମଙ୍ଗଳମୟ ହୁଏ । 🙏

ମା' ତାରିଣୀଙ୍କ ଦିବ୍ୟ ଦର୍ଶନରେ ହୃଦୟ ପବିତ୍ର ହୋଇଗଲା 🌼 ସମସ୍ତଙ୍କ ଉପରେ ମା'ଙ୍କ ଆଶୀର୍ବାଦ ରହିଥାଉ 🙏
23/09/2025

ମା' ତାରିଣୀଙ୍କ ଦିବ୍ୟ ଦର୍ଶନରେ ହୃଦୟ ପବିତ୍ର ହୋଇଗଲା 🌼
ସମସ୍ତଙ୍କ ଉପରେ ମା'ଙ୍କ ଆଶୀର୍ବାଦ ରହିଥାଉ 🙏

ନବରାତ୍ରୀର ଦ୍ଵିତୀୟ ଦିନରେମା କଟକ ଚଣ୍ଡୀଙ୍କର ମାତଙ୍ଗୀ ବେଶ ଦର୍ଶନ 🌺
23/09/2025

ନବରାତ୍ରୀର ଦ୍ଵିତୀୟ ଦିନରେ
ମା କଟକ ଚଣ୍ଡୀଙ୍କର ମାତଙ୍ଗୀ ବେଶ ଦର୍ଶନ 🌺

Address

CDA Sector 7
Cuttack
753014

Alerts

Be the first to know and let us send you an email when Odia Fast posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Fast:

Share