KBKlink

KBKlink We provide news and important information of undivided Koraput district on this page. We post political reviews, debates on various issues, public opinion etc.

Odisha News | Odia News | KBK Link
Koraput | Jeypore | Rayagada | Nabarangapur | Malkangiri

27/05/2026

ପ୍ରଧାନ ମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳକୁ ପୂରିଲା ୧୨ ବର୍ଷ । ଏହାକୁ ନେଇ କୋରାପୁଟ ଜିଲ୍ଳାର CPI ନେତା ଯୁଧିଷ୍ଟିର ରାଉଳ କଣ କହିଛନ୍ତି ଶୁଣନ୍ତୁ।

19/05/2026

ଜୟପୁର ପେପର ମିଲ ଚାଲୁ କରିବା ପାଇଁ କୋରାପୁଟ ଜିଲ୍ଲାପାଲଙ୍କ ଅଫିସ ଆଗରେ ଧାରଣା

17/05/2026

ଜୟପୁରରେ ମହିଳା ବିଜେଡିର ନାରୀ ଅଧିକାର ଅଭିଯାନ କାର୍ଯ୍ଯକ୍ରମ

11/05/2026

"ଆମେ ପୁଣି ଫେରି ଆସିଛୁ! 😊" ଏବେଠାରୁ ଆପଣଙ୍କୁ ଏହି ପେଜ୍‌ରେ ନୂଆ ଅପଡେଟ୍‌ ଏବଂ ଭଲ କଣ୍ଟେଣ୍ଟ ଦେଖିବାକୁ ମିଳିବ। ଆମ ସହିତ ଯୋଡ଼ିହୋଇ ରହିଥିବାରୁ ଧନ୍ୟବାଦ!

11/05/2026

ବିଶ୍ୱାସରେ ବିଷ ଦେଲେ ପଣ୍ଡା ବାବୁ। କୋରାପୁଟ ଜିଲ୍ଲା ଜୟପୁର ସହରରୁ ପ୍ରାୟ ୧କୋଟି ଟଙ୍କାର ଠକେଇ କରି ଫେରାର ! ଗୃହ ଋଣ କରାଇଦେବା ନାଁରେ ୩୦ ଜଣକୁ ଠକିଥିବା ଅଭିଯୋଗ ହୋଇଛି।

ଜୟପୁରରୁ ନବରଙ୍ଗପୁର ଓ ମାଲକାନାଗିରି ରେଳ ସଂଯୋଗ ହୋଇ ପାରୁନଥିବାରୁ ସଂସଦରେ ରେଳମନ୍ତ୍ରୀଙ୍କୁ ଚେତାବନୀ ଦେଲେ ବିଜେଡିର ରାଜ୍ୟସଭା ସାଂସଦ ମୁନା...
03/02/2026

ଜୟପୁରରୁ ନବରଙ୍ଗପୁର ଓ ମାଲକାନାଗିରି ରେଳ ସଂଯୋଗ ହୋଇ ପାରୁନଥିବାରୁ ସଂସଦରେ ରେଳମନ୍ତ୍ରୀଙ୍କୁ ଚେତାବନୀ ଦେଲେ ବିଜେଡିର ରାଜ୍ୟସଭା ସାଂସଦ ମୁନା ଖାନ୍ ।


ସଂସଦରେ ରାଗିଗଲେ ବିଜେଡି ସାଂସଦ | Ashwini Vaishnaw | Railway Minister | BJD Muna Khan | Odisha News | Odia News | Odisha Politics | Muna Khan BJD News । Nabarang...

27/01/2026

ମଣିଷ ମରା ସରକାର ଲୋକଙ୍କୁ ଲୁଣ୍ଠନ କରୁଛି । ଚାବି ଦିଆ କଣ୍ଢେଇର ଚାବି ଦିଲ୍ଲୀରେ ଅଛି । ସେଠି ପହଞ୍ଚିବ ବିଜେଡି। ବିଜେପି ସରକାରକୁ ହଟାଇ ପୁଣି କ୍ଷମତାକୁ ଫେରିବ ବିଜେଡି । କୋରାପୁଟରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ।

25/01/2026

କୋରାପୁଟ: କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମକୁ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଗସ୍ତ ରହିଥିଲା । ଏହା ପୁର୍ବରୁ ସୀମାନ୍ତ ସେମ୍ବି ଗ୍ରାମରେ ଓଡିଶାର ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ କୁ ଆନ୍ଧ୍ର ସମର୍ଥିତ ଘୋର ବିରୋଧ କରି ଆୟୋଜିତ ସାଜସଜ୍ଜାକୁ ଭାଙ୍ଗି ଦେଇଥିବା ସହ ଭିତ୍ତି ପ୍ରସ୍ତର ନିମନ୍ତେ ଲଗା ଯାଇଥିବା ନାମଫଳକ ଭାଙ୍ଗି ଦେଇଥିବା ନଜରକୁ ଆସିଛ । ସୂଚନା ଅନୁଯାଇ ଉକ୍ତ ଗ୍ରାମରେ ଟିପି ସାଉଥର୍ଣ୍ଣ ଓଡିଶା ଡିଷ୍ଟ୍ରୁବ୍ୟୁସନ୍ ଲିଃ ପକ୍ଷରୁ ୩୩/୧୧ କେଭି ପ୍ରାଥମିକ ସବ୍ ଷ୍ଟେସନ ର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ରହିଥିଲା ।

17/01/2026

ଭଲ ଆଚରଣ କରିବେ ବୋଲି ଚୁକ୍ତି କରି ଜାମିନରେ ଥିଲେ। କିନ୍ତୁ ପୁଣି ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବାରୁ ୪ ଜଣକୁ ଅଟକ ରଖିଲା ଜୟପୁର ଟାଉନ୍ ଥାନା ପୋଲିସ୍। ଏସଂପର୍କରେ ସଂପୂର୍ଣ୍ଣ ବିବରଣୀ ଦେଇଛନ୍ତି ଜୟପୁର SDPO ପାର୍ଥ କଶ୍ୟପ ।

15/01/2026

କୋରାପୁଟ: ଜୟପୁରର MG ରୋଡ ସମ୍ପ୍ରସାରଣ କାମ ଶେଷ ହେବ କେବେ ? ୨୦୨୪ ନଭେମ୍ବରରେ ରାସ୍ତା ସମ୍ପ୍ରସାରଣ ପାଇଁ ଭଙ୍ଗାଭଙ୍ଗି ଆରମ୍ଭ ହେଲା । କିନ୍ତୁ ୧୫ ମାସ ପରେ ମଧ୍ୟ ଅଧାପନ୍ତରିଆ ପଡ଼ିଛି ରାସ୍ତା। ସମସ୍ୟାରେ ଅଛନ୍ତି ବ୍ୟବସାୟୀ।

Address

Koraput
764001

Alerts

Be the first to know and let us send you an email when KBKlink posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to KBKlink:

Share