PRIME PLUS ODIA

PRIME PLUS ODIA Contact information, map and directions, contact form, opening hours, services, ratings, photos, videos and announcements from PRIME PLUS ODIA, Media/News Company, At/Po/Ps-Badamba,Cuttack, Cuttack.

Prime Plus Odia news is odisha state leading news channel and comprehensive up-to-date odia news coverage from all over odisha.Get the latest Odia top stories, Odia breaking stories, Entertainment news, Astrology news and other.

26/07/2026

ବିଜେପିର ମାଷ୍ଟର ମାଇଣ୍ଡ ଆଗରେ ସିଜେପି କୁ ବଡ଼ ଝଟକା

18/07/2026

ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟବହାର ମହିଳାଙ୍କୁ ପଡ଼ିଲା ମହଙ୍ଗା

13/07/2026

ରଥଟଣାକୁ ନେଇ ପୋଲିସ ବିଭାଗର ମକ୍ ଡ୍ରିଲ ।ତିନି ରଥକୁ ଟଣା ଯିବାର ପ୍ରକ୍ରିୟା,ବ୍ୟବସ୍ଥା ଓ କର୍ଡନ ର ସଠିକ୍ ସୁପରିଚାଳନା ବିଷୟରେ ଫୋର୍ସ ଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ଏହି ମକ୍ ଡ୍ରିଲ୍ କରାଯାଉଛି ।

04/07/2026

ସୁଖୁଆ ତରକାରୀ କେମିତି ହୂଏ ବହିରେ ଶିଖିବେ

01/07/2026

ହାର୍ଦ୍ଧିକ ପାଣ୍ଡ୍ୟା ଙ୍କୁ ଭେଟିଲେ ଓଡ଼ିଆ ପୁଅ ଦୀପକ

29/06/2026

ପବିତ୍ର ଦେଵସ୍ନାନ ପୂର୍ଣ୍ଣିମାରେ ପୁରୀର ଟ୍ରାଫିକ ସୁପରିଚାଳନା ନେଇ ଅତରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତିକ୍ରିୟା

28/06/2026

ପଶ୍ଚିମ ଦ୍ୱାରରେ ଘଣ୍ଟା ଘଣ୍ଟା ଅପେକ୍ଷା, ବ୍ୟାରିକେଡ୍ ଡେଇଁ ପଶିଲେ କିଛି ଶ୍ରଦ୍ଧାଳୁ

27/06/2026

ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା ; ଶ୍ରୀମନ୍ଦିରରେ ଦଇତାପତିଙ୍କ ପ୍ରବେଶ ।
ଆରମ୍ଭ ହେଲା ଦଇତା ସେବା , ଆଜିଠୁ ଶ୍ରୀମନ୍ଦିରରେ ଦଇତାପତିଙ୍କ ବିଶେଷ ସେବା

Address

At/Po/Ps-Badamba,Cuttack
Cuttack
754031

Website

Alerts

Be the first to know and let us send you an email when PRIME PLUS ODIA posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share