Prayas Odisha

Prayas Odisha ଆପଣଙ୍କ ଅଞ୍ଚଳରେ ଘଟୁଥିବା ସମସ୍ତ ଘଟଣା ଆମକୁ ୱାଟ୍ସଆପ ମାଧ୍ୟମରେ ପଠାଇ ପାରିବେ। ଆମ ୱାଟ୍ସଆପ ନଂ - 9114713413
ଆପଣଙ୍କ ସହଯୋଗରେ ସମସ୍ତ ଘଟଣା ଲୋକ ଲୋଚନକୁ ଆସିପାରିବ।

23/12/2025

#ବାଂଲାଦେଶୀକୁ_ଧରି_ପୋଲିସରେ_ଜିମା_ଦେଲେ_ଲୋକେ
ବାଂଲାଦେଶ ମୁର୍ଦ୍ଦାବାଦ, ପାକିସ୍ତାନ ମୁର୍ଦ୍ଦାବାଦ ଓ ଭାରତ ମାତା କି ଜୟ ନକହିବାରୁ ବାଂଲାଦେଶୀ ମୁସଲମାନକୁ ଏମ୍ସ ହସ୍ପିଟାଲ ସାମ୍ନାରେ ଅଟକାଇଲେ ସ୍ଥାନୀୟ ଲୋକେ। ପରେ ପୋଲିସ ଆସି ବାଂଲାଦେଶୀକୁ ଉଦ୍ଧାର କରି ନେଇ ଯାଇଥିଲା।

08/11/2025

#କଟକରେ_ଭୁଶୁଡିଲା_ପୁରୁଣା_କୋଠାର_ବାଲକୋନୀ
#ବକ୍ସିବଜାର_ଅଞ୍ଚଳରେ_ଅଘଟଣ_୩_ମୃତ
କଟକରେ ପୁରୁଣା କୋଠାର ବାଲକୋନୀ ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ। ବକ୍ସିବଜାର ଅଞ୍ଚଳରେ ଅଘଟଣ। ମଣିସାହୁ ଛକ ନିକଟ ହାଡ଼ିବନ୍ଧୁ ସ୍କୁଲ ନିକଟରେ ଭୁଶୁଡ଼ିଲା ପୁରୁଣା କୋଠାର ବାଲକୋନୀ। ବସ୍ତିରେ ରହୁଥିବା ୩ଜଣଙ୍କର ମୃତ୍ୟୁ।

ଦୁର୍ଘଟଣା ଗ୍ରସ୍ତ ହେଲା ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡ଼ି ! ସୁଟିଂ ସେଟ ରୁ ଫେରିବା ବେଳେ କଟକ ପ୍ରତାପନଗରୀ ରାସ୍ତାରେ ଦୁର୍ଘଟଣା ଘଟିଥ...
08/11/2025

ଦୁର୍ଘଟଣା ଗ୍ରସ୍ତ ହେଲା ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡ଼ି ! ସୁଟିଂ ସେଟ ରୁ ଫେରିବା ବେଳେ କଟକ ପ୍ରତାପନଗରୀ ରାସ୍ତାରେ ଦୁର୍ଘଟଣା ଘଟିଥିବା ସୂଚନ ! ଭାରସାମ୍ୟ ହରାଇ ଖାଲକୁ ଖସିଲା କାର, ସୁରକ୍ଷିତ ଅଛନ୍ତି ଅଭିନେତା !

 #କଳିଙ୍ଗା_ଘାଟିରେ_ଓଲଟିଲା_ବସ୍ #ଜଣେ_ମୃତ_୧୦ରୁ_ଅଧିକ_ଗୁରୁତରକଳିଙ୍ଗା ଘାଟିରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍। ୧୦ରୁ ଅଧିକ ଯାତ୍ରୀ ଗୁରୁତର ...
07/11/2025

#କଳିଙ୍ଗା_ଘାଟିରେ_ଓଲଟିଲା_ବସ୍
#ଜଣେ_ମୃତ_୧୦ରୁ_ଅଧିକ_ଗୁରୁତର
କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍। ୧୦ରୁ ଅଧିକ ଯାତ୍ରୀ ଗୁରୁତର ଜଣେ ମୃତ। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ଅଗ୍ନିଶମ ବାହିନୀ। ବରଗଡ଼ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା।

05/11/2025

#ଗଡଗଡିଆ_ଘାଟରେ_ଡଙ୍ଗା_ଭସାଇଲେ_ମୁଖ୍ୟମନ୍ତ୍ରୀ
କଟକ ଗଡଗଡିଆ ଘାଟରେ ଧର୍ମପତ୍ନୀଙ୍କ ସହ ଡଙ୍ଗା ଭସାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
CMO Odisha Mohan Charan Majhi

05/11/2025

#ପୂରୀରେ_ହବିଷ୍ୟାଳୀଙ୍କ_ହୋ_ହାଲ୍ଲା
#ହବିଷ୍ୟାଳୀଙ୍କୁ_ଦରକାର_ବ୍ରାଣ୍ଡେଡ_ଶାଢ଼ୀ
#ମାଗଣା_ଶାଢ଼ୀକୁ_ନେଇ_ହୋ_ହାଲ୍ଲା
ସରକାରଙ୍କ ମାଗଣା ଶାଢ଼ୀକୁ ନେଇ ବଡ଼ଦାଣ୍ଡରେ ହବିଷ୍ୟାଳୀଙ୍କ ହୋ ହାଲ୍ଲା। ବ୍ରାଣ୍ଡେଡ୍ ଶାଢ଼ୀ ନଦେଇ ଏମିତି କମ୍ ଦାମ୍ ଶାଢ଼ୀ ଦେବ ଆମେ କାର୍ତ୍ତିକ ମାସରେ ହବିଷ କରିବୁ କେମିତି ? ଏ ଶାଢ଼ୀରେ ଆମ ଘରେ ପୋଛା ହଉଛି।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବା ପାଇଁ କଟକ ଗଡ ଗଡିଆ ଘାଟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ।
05/11/2025

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବା ପାଇଁ କଟକ ଗଡ ଗଡିଆ ଘାଟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ।

04/11/2025

#ଗିରଫ_ହେଲା_ରୋମିଓ_ବାବା
#ଭିକ୍ଷା_ମାଗିବାକୁ_ଆସି_ନାବାଳିକା_ସହ_ଅସଦାଚରଣ
କଟକ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ରୋମିଓ ବାବା ମୁଣ୍ଡରେ ଠାକୁରଙ୍କୁ ମୁଣ୍ଡେଇ ଭିକ ମାଗିବା ସମୟରେ ଜଣେ ବ୍ୟକ୍ତିଙ୍କ ଘରେ କୁନି ଝିଅ ଉପରେ କୁ ଦୃଷ୍ଟି ପକାଇଥିଲା। ଏହି ସମୟରେ ପିଲାଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଧରି ଉତ୍ତମ ମଧ୍ୟମ ଦେବା ସହ ପୋଲିସ ଜିମାରେ ଦେଇଥିଲେ।

04/11/2025

#ଗିରଫ_ହେଲା_ରୋମିଓ_ବାବା
#ଭିକ୍ଷା_ମାଗିବାକୁ_ଆସି_ନାବାଳିକା_ସହ_ଅସଦାଚରଣ
କଟକ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ରୋମିଓ ବାବା ମୁଣ୍ଡରେ ଠାକୁରଙ୍କୁ ମୁଣ୍ଡେଇ ଭିକ ମାଗିବା ସମୟରେ ଜଣେ ବ୍ୟକ୍ତିଙ୍କ ଘରେ କୁନି ଝିଅ ଉପରେ କୁ ଦୃଷ୍ଟି ପକାଇଥିଲା। ଏହି ସମୟରେ ପିଲାଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଧରି ଉତ୍ତମ ମଧ୍ୟମ ଦେବା ସହ ପୋଲିସ ଜିମାରେ ଦେଇଥିଲେ।

03/11/2025

#ନୂଆପଡାରେ_କମୁଛି_ନବୀନ_ପଟ୍ଟନାୟକଙ୍କ_କ୍ରେଜ
#ନବୀନଙ୍କ_ସଭାରେ_ଖାଲି_ପଡ଼ିଛି_ଚେୟାର
ନୂଆପଡ଼ାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ସଭାମଞ୍ଚରେ ଭାଷଣ ଦେଉଥିଲେ ନବୀନ, ସାମ୍ନାରେ ଖାଲିପଡିଛି ସବୁ ଚେୟାର। କୋମନା ଗସ୍ତରେ ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରୁଛନ୍ତି ମୁଖିଆ, ହେଲେ ଖାଲି ପଡିଛି ସବୁ ଚେୟାର ଦେଖନ୍ତୁ ଏ ଭିଡିଓ....

03/11/2025

#ନୂଆପଡାରେ_ନବୀନ_ପଟ୍ଟନାୟକ
ନୂଆପଡା ଇଲେକ୍ସନ ପ୍ରଚାର ପାଇଁ ନୂଆପଡାରେ ପହଞ୍ଚିଲେ ନବୀନ।

03/11/2025

#ମହାପ୍ରଭୁ_ଜଗନ୍ନାଥଙ୍କ_ମନ୍ଦିର_ପରିସରରେ
#ଅଷ୍ଟପ୍ରହରୀ_ଓ_ନାମ_ସଂକୀର୍ତ୍ତନ_ଉତ୍ସବ
କାର୍ତ୍ତିକମାସ ଶେଷ ସୋମବାର ଅବସରରେ କଟକ ପୋଲିସ ବାଟାଲିୟନ ପରିସରରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପରିସରରେ ଅଷ୍ଟପ୍ରହରୀ ଓ ନାମ ସଂକୀର୍ତ୍ତନ ଉତ୍ସବ ଆୟୋଜିତ।

Address

Cuttack

Telephone

+919114119383

Website

Alerts

Be the first to know and let us send you an email when Prayas Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Prayas Odisha:

Share